ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି କିଛି ଏମିତି ତଥ୍ୟ ଯାହା ଦେଖିକି ସବୁ ଆଶ୍ଚର୍ଯ୍ୟ। ଗତକାଲି ଠୁ ୩୦ରୁ ଅଧିକ ଦାମୀ ଗାଡ଼ି ଜବତ କରାଯାଇଛି। ଗାଡି ଭିତରୁ ଫୋର୍ଚେ, ମର୍ସିଡିସ୍, BMW, ରେଞ୍ଜ ରୋଭର ପରି ଗାଡ଼ି ଜବତ ହୋଇଛି। ସମସ୍ତ ଦାମୀ ଗାଡି ଜବତ କରିଛି କମିସନରେଟ ପୋଲିସ। ସୂଚନା ଅନୁଯାୟୀ ଗାଡ଼ି ମାଲିକ ମଦ ପିଇ ଗାଡ଼ି ଚଳାଉ ଥିବାରୁ ଜବତ ହୋଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *