single-pg-entry-test-result announced
ପିଜି ନାମଲେଖା ପାଇଁ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି ।
 
ଏଥିରେ ମୋଟ ୬୨,୩୨୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୫୬,୯୭୬ ଜଣ ପରୀକ୍ଷା ଦେଇଥିଲେ ।
 
୩୦,୮୦୨ ପିଜି ସିଟ୍ ପାଇଁ ମେ ୪ରୁ ମେ ୧୮ ଯାଏଁ ପରୀକ୍ଷା ହୋଇଥିଲା । ପରୀକ୍ଷାର୍ଥୀମାନେ ସାମ୍ସ (SAMS) ୱେବ୍‌ସାଇଟ୍‌ରେ ନିଜର ପରୀକ୍ଷା ରୋଲ୍ ନମ୍ବର ଦେଇ ମାର୍କ ଓ ର‌୍ୟାଙ୍କ ଜାଣିପାରିବେ ।
 

By Nirvay

Leave a Reply

Your email address will not be published. Required fields are marked *