ରଥରେ ଅନଧିକୃତ ବ୍ୟକ୍ତିଙ୍କୁ ଚଢ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବାହୁଡ଼ାରେ ସୁଭଦ୍ରାଙ୍କ ରଥ ଉପରେ ଅନଧିକୃତ ବ୍ୟକ୍ତି ଚଢ଼ି ଯାଇଥÒଲେ । ତେଣୁ ସେମାନଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ୭ଦିନ ଭିତରେ ଉତ୍ତର ଦେଇ ନପାରିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । ଏଥÒସହ ଚୂଡ଼ାନ୍ତ ନିଷ୍ପତ୍ତି ନହେବା ଯାଏଁ ସେବାୟତଙ୍କ ପ୍ରାପ୍ୟ ମଧ୍ୟ ସ୍ଥଗିତ ରଖାଯିବ।

Leave a Reply

Your email address will not be published. Required fields are marked *