ଆଜି ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଓଡିଶାର ୫ ସଂସଦୀୟ କ୍ଷେତ୍ର ସହ ଆଜି ୩୫ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ଆଜି ସକାଳ ୯ ଟା ସୁଦ୍ଧା ଲୋକସଭା ପାଇଁ ୬.୮% ମତଦାନ ହୋଇଥିବା ବେଳେ ବିଧାନସଭା ପାଇଁ ୬.୯୯ % ହୋଇଛି।ବରଗଡ଼ ସଂସଦୀୟ କ୍ଷେତ୍ରରେ ୯.୩୧%, ଆସ୍କାରେ ୭.୬୨%, କନ୍ଧମାଳ୬.୭୯%, ବଲାଙ୍ଗୀରରେ ୫.୭୬% ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ୪.୮୯%ମତଦାନ ହୋଇଥିବା ବେଳେ ଝାରସୁଗୁଡ଼ା ବିଧାନସଭା ଆସନରେ ସର୍ବାଧିକ ୯.୮୬% ଭୋଟିଂ ହୋଇଛି। ବଲାଙ୍ଗିରରେ ସର୍ବନିମ୍ନ ୪.୯୬% ମତଦାନ ହୋଇଛି।

By Nirvay

Leave a Reply

Your email address will not be published. Required fields are marked *