Scuffle breaks out between police, Congress leaders in Odisha Assembly
ବିଧାନସଭାରେ ଲଗାତାର ଚରମ ବିଶୃଙ୍ଖଳା ହେବା ପରେ କଂଗ୍ରେସର ୧୪ ବିଧାୟକଙ୍କ ଭିତରୁ ୧୨ ଜଣଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଛନ୍ତି ।
 
ନିଲମ୍ବନ ପରେ ବିରୋଧୀ ଦଳ ନେତା ଲବି ଗେଟ୍ ଦେଇ ଭିତରକୁ ପ୍ରବେଶ ହରିବାକୁ ଚେଷ୍ଟା କରିବା ସମୟରେ ବିଧାନସଭାରେ ପୋଲିସ ଓ କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି ।
 
ଧସ୍ତାଧସ୍ତି ପରେ ବିଧାନସଭା ବାହାରେ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ । ବିଧାନସଭା ବାହାରେ ଧାରଣାରତ କର୍ମୀଙ୍କୁ ଉଠାଇଲା ପୋଲିସ । ବିଧାନସଭା ବାହାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଧାରା ଲାଗୁ ହୋଇଛି। ।
 

By Nirvay

Leave a Reply

Your email address will not be published. Required fields are marked *