SC-says-firecracker-ban-must-be-nationwide
ବାଣଜନିତ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଦେଶବ୍ୟାପୀ ବାଣ ବନ୍ଦ କରାଯିବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
 
କେବଳ ଦିଲ୍ଲୀ ପାଇଁ ସ୍ୱତନ୍ତ୍ର ଆଇନ ହୋଇପାରିବନି । ବାଣ ବନ୍ଦ କରିବାର ଅଛି ତ ସାରା ଦେଶରେ ବନ୍ଦ ହେଉ ବୋଲି ଉଚ୍ଚତମ ନ୍ୟାୟାଳୟ ମୁଖ୍ୟ ବିଚାରପତି ବି ଆର ଗଭାଇ କହିଛନ୍ତି ।
 
ଯଦି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ, ତେବେ ଏହାକୁ ସମଗ୍ର ଦେଶରେ ନିଷେଧ କରାଯିବା ଉଚିତ ବୋଲି ସେ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *