ସମ୍ବଲପୁରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଭିନ୍ନ ଶିକ୍ଷାନୁଷ୍ଠାନର ଜମିଜମା ମାମଲାର ସମୀକ୍ଷା କରିଛନ୍ତି। ଡିସେମ୍ବର ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନର ଜମିଜମା ମାମଲା ସମାଧାନ ହେବ ବୋଲି କହିଛନ୍ତି। ଜମି ନଥିବା ସରକାରୀ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। Post navigation ଆସନ୍ତାକାଲି କଳା ଦିବସ ପାଳିବ ବିଜେପି ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ