ଶ୍ରୀମନ୍ଦିର ପରିସରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦ ବଜାର ଓ ମନ୍ଦିର ବେଢ଼ାରେ ୧୦ ଜଣ ମୁତୟନ ହୋଇଛନ୍ତି । ୨୦ ଜଣଙ୍କୁ ନିଯୁକ୍ତି ମିଳିଛି। ୨ଟି ସିଫ୍ଟରେ ଆନନ୍ଦବଜାର ଜଗିବେ ସେନା କର୍ମଚାରୀ। ସକାଳେ ୧୦ ଜଣ ଓ ଅପରାହ୍ନ ୨ଟାରୁ ଆଉ ୧୦ ଜଣ ମୁତୟନ ହେବ । ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। Post navigation ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ: ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜବାବ ଦଳୀୟ ଅନୁଶାସନ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ହେବ