ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ । ସମାରୋହ ପୂର୍ବରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆରମ୍ଭ ହୋଇଛି ପରେଡ୍ ରିହର୍ସାଲ । ଆଜି ଫୁଲଡ୍ରେସ ରିହରସାଲ୍ କରାଯାଉଛି । ଏଥର ଗଣତନ୍ତ୍ର ଦିବସ ପରେଡରେ ୫୪ଟି କଣ୍ଟିଜେଣ୍ଟ ଭାଗ ନେବେ । ଯେଉଁଥିରେ CRPF, OISF ଏବଂ ହୋମଗାର୍ଡ ସିଭିଲ ଡିଫେନ୍ସ ଭଳି କଣ୍ଟିଜେଣ୍ଟଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ସାମିଲ ହେବେ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । Post navigation Non-Veg Ban On Republic Day: କୋରାପୁଟ ଜିଲ୍ଲାରେ ଗଣତନ୍ତ୍ର ଦିବସରେ ଆମିଷ ନିଷେଧ