ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ପୁଣି ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀ ରିଜର୍ଭ ବ୍ୟାଙ୍କ(ଆରବିଆଇ) ।ଲଗାତାର ୧୧ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ହୋଇଛି । ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ହୋଇଥିବା ନେଇ ଆରବିଆଇ ଗଭର୍ଣ୍ଣରଙ୍କ ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରେପୋ ରେଟ୍ ରହିବା ଫଳରେ EMI ବଢିବ ନାହଁ । ୨୦୨୩ ମସିହା ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ଶୂନ ଦଶମିକ ୨୫ ପ୍ରତିଶତ ବଢିଥିଲା । ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆମର ପ୍ରାଥମିକତା ବୋଲି ମନିଟାରୀ ପଲିସି କମିଟି ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । Post navigation ଇସ୍ରୋ ଲଞ୍ଚ୍ କଲା ‘ପ୍ରୋବା-୩’ ମିଶନ ନିଜ ଜନ୍ମମାଟି ରାଇରଙ୍ଗପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ