ଗୁଣୁପୁର ଶ୍ରମ ବିଭାଗ କାର୍ଯ୍ୟାଳୟରେ ସହାୟତା ରାଶି ପ୍ରଦାନରେ ଚଞ୍ଚକତା ଅଭିଯୋଗରେ ଭିଜିଲାନ୍ସର ଖୋଳତାଡ଼ । ଭିଜିଲାନ୍ସର ଏହି ୪ ଜଣିଆ ଟିମ୍‌ ଯାଞ୍ଚ କରୁଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଜିଲ୍ଳା ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁକାଳନୀ ସହାୟତା ରାଶି ପ୍ରଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଘଟଣାରେ ରାଜ୍ୟ ସରକାର ଜିଲ୍ଲା ଶ୍ରମ ଅଧିକାରିଣୀ ଜଶ୍ମିନ ଶୁଭଦର୍ଶନୀ ସାହୁଙ୍କୁ ଆଜି ନିଲମ୍ବନ କରାଯାଇଛି। ଚଞ୍ଚକତା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିବା ପରେ ଘଟଣାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଥିଲା ଶ୍ରମ ବିଭାଗ ।

Leave a Reply

Your email address will not be published. Required fields are marked *