Puri Sevayat Murder case
ପୁରୀରେ ଜଣେ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା ସନ୍ଦେହ । ଟାଉନ ଥାନା ଗୁଡ଼ିଆସାହି ରାବେଣି ଚଉରା ପାଖରେ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କ ମୃତଦେହ ଉଦ୍ଧାର ହୋଇଛି ।
 
ସୂଚନା ଅନୁଯାୟୀ, ମୃତ ସେବାୟତ ମହାସୁହାରସାହିର ଥିବାବେଳେ ସେ ଗୁଡ଼ିଆସାହି ଯାଇଥିଲେ ।
 
ଘଟଣା ପରେ ସନ୍ଦେହ ଭିତରକୁ ଆସିଥିବା ବ୍ୟକ୍ତି ଫେରାର ହୋଇଥିବା ସୂଚନା ମିଳିଛି । ମୃତଦେହ ବାହାରେ ଫିଙ୍ଗା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରୁଛି ପୋଲିସ ।
 

By Nirvay

Leave a Reply

Your email address will not be published. Required fields are marked *