ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲା ସହାୟତା । ପୁରୀ ଜିଲ୍ଲାର ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ ପର୍ଯ୍ୟାୟ ବୀମା ଟଙ୍କା । ୫୬ ହଜାର ଚାଷୀ କ୍ଷତିପୂରଣ ନେଇ ଅନଲାଇନରେ ଆବେଦନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୬୯୫ ଜଣ ଚାଷୀଙ୍କୁ ଆକାଉଣ୍ଟକୁ ଗଲା ଟଙ୍କା । ଚାଷୀଙ୍କୁ ୨୫ ପ୍ରତିଶତ କ୍ଷତିପୂରଣ ରାଶି ପଠାଇଲା ବୀମା କମ୍ପାନି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ଦାସ । Post navigation ସହଦେବ ନାୟକ ହତ୍ୟା: BMC ଅଫିସ ଘେରିଲେ ସଫେଇ କର୍ମଚାରୀ ସ୍ଥଗିତ ରହିଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍