ବଜେଟ୍ ପୂର୍ବରୁ ମୋଦିଙ୍କ ବୈଠକ । ସାଧାରଣ ବଜେଟ୍ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ । ଜୁଲାଇ ୨୩ରେ ମୋଦି ସରକାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୩.୦ ଉପସ୍ଥାପନ କରିବେ। ଏହି ବଜେଟ ସମ୍ବନ୍ଧରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ଅର୍ଥନୀତି ବିଶାରଦଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ୟୁନିୟନ ବଜେଟ ପାଇଁ ସେ ସେମାନଙ୍କଠାରୁ ଧାରଣା ଏବଂ ପରାମର୍ଶ ନେଇଛନ୍ତି। ଅର୍ଥନୀତିଜ୍ଞଙ୍କ ବ୍ୟତୀତ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଏହି ବୈଠକରେ ଭାଗ ନେଇଛନ୍ତି।

Leave a Reply

Your email address will not be published. Required fields are marked *