ବିଜେଡି ବିଜେପି ମେଣ୍ଟକୁ ନେଇ ଖୋଲା ଚ୍ୟାଲେଞ୍ଜ କରି ଏମିତି କିଛି କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପାଣିଗ୍ରାହୀ।ସେ କହିଛନ୍ତି କି ଦମ୍ ଅଛି ତ ଏକା ଲଢ଼ି ପାରିବ କି ବିଜେଡି? ସେ ପ୍ରଧାମନ୍ତ୍ରୀ ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ ଉପରେ ମଧ୍ୟ କହିଥିଲେ। ସେ କହିଛନ୍ତି କି ଯାଜପୁରରେ ମୋଦିଙ୍କ ସଭାର ସୁନାମୀ ଦେଖି ବିଜେଡି ଛାନିଆ ହୋଇଛି। ଏହା ଦେଖିକି ମୁଖ୍ୟମନ୍ତ୍ରୀ ବିଚଳିତ, ଅସ୍ଥିର ହୋଇପଡ଼ିଛନ୍ତି ବୋଲି ସେ କହିଛନ୍ତି। Post navigation ବିଜେଡି ମେଣ୍ଟ ପାଇଁ ଆଗ୍ରହୀ; ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ: ନୃସିଂହ ସାହୁ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେ ବିଜୟପାଲ ସିଂ ତୋମର