ଭୁବନେଶ୍ୱର : ପୋଲିସ ନାଁରେ ଗୁରୁତର ଅଭିଯୋଗ କଲେ ପ୍ରଦୀପ ପାଣିଗ୍ରାହୀ । ବ୍ରହ୍ମପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଆରୋପ । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଧମକ ଦେଉଥିବା ଅଭିଯୋଗ କଲେ । ଜଣେ ପୂର୍ବତନ ଆଇଜି ନେତା ଓ କର୍ମୀଙ୍କୁ ଧମକ ଦେବା ଅଭିଯୋଗ ହେଉଛି । ବିଜେଡି ନଛାଡିବା ପାଇଁ ନେତାମାନଙ୍କୁ ଧମକ ଦେଉଥିବା ଅଭିଯୋଗ ।ବିଜେଡି ସହ ରହିବାକୁ କର୍ମୀମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହେଉଛି । ଏହାକୁ ନିନ୍ଦା କରୁଛି, ଏ ସଂପର୍କରେ ସିଇଓ ଏବଂ ଇସିଆଇ ଦୃଷ୍ଟି ଦିଅନ୍ତୁ ବୋଲି ସେ କହିଛନ୍ତି । Post navigation ବିଜେପି ଛାଡ଼ିଲେ ସୁକାନ୍ତ ନାୟକ ମୋଦୀ ଗ୍ୟାରେଂଟି ସଫଳ, ନବୀନଙ୍କ ଯୋଜନାର ଗ୍ୟାରେଂଟି ନାହିଁ : ଅନିଲ ବିଶ୍ୱାଳ