police-asi-home-guard-in-vigilance-net/

ଖୋର୍ଦ୍ଧା ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମ୍‌ଗାର୍ଡ ପି.କେ ସୁନ୍ଦରାୟ ।

କେସ୍ ଡାଏରୀରୁ ନାଁ ହଟାଇବାକୁ ଅଧରାତିରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଉଭୟ ଧରାପଡ଼ିଥିଲେ ।

ଉଭୟଙ୍କୁ ଭିଜିଲାନ୍ସ ଟିମ ଖୋର୍ଦ୍ଧାରୁ ଭୁବନେଶ୍ଵରକୁ ନିଆଯାଇଥିବା ଭିଜିଲାନ୍ସ ଡିଏସପି ସୂଚନା ଦେଇଛନ୍ତି । ନିକଟରେ ଉଲ୍ଲେଖନୀୟ ସେବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ତୁଷାର ସମ୍ବର୍ଦ୍ଧିତ ହୋଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *