ଆସନ୍ତା ୧୫ ପିଏମ୍‌ ଆବାସ ପଞ୍ଜୀକରଣ ଶେଷ ତାରିଖ । ଏ ନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଲା । ପିଏମ୍ ଆବାସ ପାଇଁ ଆବେଦନ କଲେଣି ୩୪ରୁ ୩୫ ଲକ୍ଷ ଲୋକ ପିଏମ୍‌ ଆବାସ ପଞ୍ଜୀକରଣ କଲେଣି ।

୧୫ ତାରିଖ ପରେ ଘର ଘର ବୁଲି କିଏ ଯୋଗ୍ୟ ସର୍ଭେ କରାଯିବ । ୩ ଲକ୍ଷ ଘର ଛାତ ପଡ଼ିଲାଣି, ୫ ଶହ ସ୍ଥାନରେ ରାସ୍ତା ସମସ୍ୟା ରହିଛି । ୩୦ ତାରିଖ ଦିନ କଳାହାଣ୍ଡିରେ ୫୦ ହଜାର ଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave a Reply

Your email address will not be published. Required fields are marked *