ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆରଏଲଜେପି) ମୁଖ୍ୟ ତଥା ରାମବିଳାସ ପାଶୱାନଙ୍କ ଭାଇ ପଶୁପତି କୁମାର ପାରସ ସୋମବାର ଦିନ ଆନୁଷ୍ଠାନିକ ଭାବେ ଏନ୍ ଡିଏ ରୁ ତାଙ୍କ ଦଳ ବିଦାୟ ନେଇଥିବା ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ପୃଥକ ଭାବେ ବିହାର ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି । ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ଏକ ଦଳିତ ଦଳ ହୋଇଥିବାରୁ ବିଜେପି ନେତୃତ୍ୱାଧୀନ ମେଣ୍ଟ ତାଙ୍କ ଦଳକୁ କ୍ରମାଗତ ଭାବରେ ଅଣଦେଖା ଏବଂ ଅସମ୍ମାନ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । Post navigation ପିଏନ୍ବି ଠକେଇ ମାମଲା: ମେହୁଲ ଚୋକସୀଙ୍କ ପ୍ରତ୍ୟାର୍ପଣ ପାଇଁ ଆବେଦନ କଲେ ଭାରତ ସରକାର ସୋନିଆ, ରାହୁଲଙ୍କ ନାଁରେ ଚାର୍ଜସିଟ୍; କାଲି ଇଡି ଅଫିସ ଘେରିବ କଂଗ୍ରେସ