କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିଛନ୍ତି ବରିଷ୍ଠ ଆଇପିଏସ ଅଫିସର ପାରୁଲ ଗୁପ୍ତା । ସେ ଓଡ଼ିଶା ଫେରିବା ପରେ ଡେପୁଟି ଡାଇରେକ୍ଟର ଇଣ୍ଟେଲିଜେନ୍ସ ବ୍ୟୁରୋ ଭାବେ ନିଯୁକ୍ତି ପାଇଛନ୍ତି । ଗୃହ ମନ୍ତ୍ରଣାଳୟ ପାରୁଲ ଗୁପ୍ତାଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପାଇଁ ଦେଇଥିବା ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଛି।

Leave a Reply

Your email address will not be published. Required fields are marked *