ରାଜସ୍ଥାନର ଜୈସଲମେରରେ ପାକିସ୍ତାନୀ ପାଇଲଟଙ୍କୁ ଭାରତୀୟ ସେନା ଜୀବନ୍ତ ଧରିଛି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି । ପାକିସ୍ତାନର ଆକ୍ରମଣ ଉଦ୍ୟମ ବିଫଳ ହୋଇଛି । ଫୈଜଲାବାଦ ଏବଂ ସରଗୋଧାରେ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ ହୋଇଛି ତେବେ ଭାରତୀୟ ସେନାର ଆକ୍ରମଣରେ F-16 ଜେଟ୍ ଖସିପଡିଛି । ତେବେ ଏଫ୍-୧୬ର ପାଇଲ୍ଟ ଏବେ ଭାରତୀୟ ସେନାର କବଜାରେ ଅଛି । ସୂଚନା ଥାଉ ଯେ, ପାକିସ୍ତାନୀ ସେନା ତରଫରୁ କେବଳ ଜମ୍ମୁ ବିମାନବନ୍ଦର ନୁହେଁ ଏହାସହ ପଠାନକୋଟ୍ ଏୟାରବେସକୁ ମିସାଇଲ ଓ ଡ୍ରୋନ ସହାୟତାରେ ଆକ୍ରମଣ କରିଛି । ଏହି ମିସାଇଲ ୮ ଟି ମିସାଇଲ ଓ କିଛି ଡ୍ରୋନକୁ ଆକାଶରେ ଧ୍ୱଂସ କରିଦେଇଛି । Post navigation ଜମ୍ମୁରେ ପାକିସ୍ତାନର ଆକ୍ରମଣ; ପଞ୍ଜାବ ଓ ରାଜସ୍ଥାନରେ ମଧ୍ୟ ଡ୍ରୋନ୍ ଆକ୍ରମଣ