orissa-hc-grants-interim-bail-to-ed-deputy-director-chintan-raghuvanshi
୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡିଥିବା ଭୁବନେଶ୍ୱରର ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଆଜି ଜାମିନ ମିଳିଛି ।
 
ସହଯୋଗୀ ବିନୋଦ ବେହେରାଙ୍କ ସହ ଚିନ୍ତନ ରଘୁବଂଶୀଙ୍କୁ ଓଡିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ମିଳିଛି । ୧ ଲକ୍ଷ ଟଙ୍କାର ୨ ଜାମିନ୍‌ଦାରଙ୍କ ବଦଳରେ ମିଳିଛି ଜାମିନ୍‌ ।
 
ଖଣି ମାମଲାର ରଫାଦଫା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ୫୦ ଲକ୍ଷର ଡିଲ୍‍ ହୋଇଥିଲା, ସେଥିରୁ ପ୍ରଥମେ ୨୦ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ରଘୁବଂଶୀ ଧରାପଡ଼ିଥିଲେ ।

By Nirvay

Leave a Reply

Your email address will not be published. Required fields are marked *