Oporation Sindoor has become a symbol of India's Nari Shakti: PM Modi
ମଧ୍ୟପ୍ରଦେଶ ଭୋପାଳର ଏକ କାଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ଆତଙ୍କବାଦ କାଯ୍ୟକଳାପକୁ ନେଇ ପ୍ରବଳ ବର୍ଷିଥିବା ବେଳେ ନାରୀଶକ୍ତିକୁ ପ୍ରଶଂସା କରିଛନ୍ତି ।
 
ମୋଦି କହିଛନ୍ତି, ଅପରେସନ ସିନ୍ଦୁର ନାରୀଶକ୍ତିର ପ୍ରତୀକ । ଜମ୍ମୁ ଠାରୁ ଗୁଜରାଟ ସୀମା ଯାଏଁ ମହିଳା ବିଏସ୍‌ଏଫ୍‌ମାନେ ନେତୃତ୍ବ ନେଇଥିଲେ । ସୀମା ପାର୍‌ରୁ ଆସୁଥିବା ଗୁଳିମାଡ଼ର ସେମାନେ ଉଚିତ୍ ଜବାବ ଦେଇଥିଲେ । ଆଜି ନକ୍ସଲ କିମ୍ବା ସୀମା ପାର୍ ଆତଙ୍କୀ ଲଢ଼େଇ, ସବୁଠି ଆମ ଝିଅ ସୁରକ୍ଷା ଢାଲ ହୋଇ ଠିଆ ହୋଇଛନ୍ତି ବୋଲି ମୋଦି କହିଛନ୍ତି ।
 
ପହଲଗାମ ଆକ୍ରମଣ ଆମ ନାରୀଶକ୍ତି ପ୍ରତି ଥିଲା ଖୋଲା ଚ୍ୟାଲେଞ୍ଜ । ଏହି ଚ୍ୟାଲେଞ୍ଜର ଜବାବ ଭାରତୀୟ ସେନା ଠିକ ଦେଇଛନ୍ତି । ଘରେ ପଶି ଆମ ସେନା ଆତଙ୍କବାଦୀଙ୍କ ଆଡ୍ଡାକୁ ସମ୍ପୁଣ୍ଣ ଧ୍ୱଂସ ।

By Nirvay

Leave a Reply

Your email address will not be published. Required fields are marked *