ମହଙ୍ଗା ହେବ ଓମ୍ଫେଡ୍ କ୍ଷୀର । ଲିଟର ପିଛା ୨ ଟଙ୍କା ବଢ଼ିବ ଓମ୍ଫେଡ୍ କ୍ଷୀର । ପୂର୍ବରୁ ବଜାରରେ ଓମଫେଡ୍ କ୍ଷୀର ପ୍ୟାକେଟ୍ ମୂଲ୍ୟ ୨୬ ଟଙ୍କା ରହିଥିବା ବେଳେ ଏବେ ତାହା ବଢ଼ିଯିବ। ୪ ଟଙ୍କା ବୃଦ୍ଧି ହେବାର ଥିବା ବେଳେ ୨ ଟଙ୍କା ସରକାର ବହନ କରିବେ । ଆଉ ବର୍ଦ୍ଧିତ ୨ ଟଙ୍କା ଖାଉଟିଙ୍କୁ ବହନ କରିବାକୁ ପଡ଼ିବ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅଧିକ ୩ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାପରେ ଓମଫେଡ୍ ମୂଲ୍ୟ ବୃଦ୍ଧି ପାଇଛି। Post navigation ଲିଟର ପିଛା ୩ ଟଙ୍କା ଅଧିକ ପାଇବେ ଦୁଗ୍ଧ ଚାଷୀ; ଘୋଷଣା କଲେ ରାଜ୍ୟ ସରକାର ଉଦ୍ଧାର ହେଲା ବିସ୍ଫୋରକ ଭର୍ତ୍ତି ୨ଟି ଟ୍ରକ୍