Jatni Municipality EO arrested-by-vigilance
ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଦିନ ଭିଜିଲାନ୍ସ ଗିରଫ କରିଛି ।
 
୧୭ ଲକ୍ଷ କ୍ୟାସ୍‌, ୯୦ ଲକ୍ଷର ଜମା ଟଙ୍କା ସହ ୪୭୫ ଗ୍ରାମ ସୁନା, ଅଳଙ୍କାର ଜବତ ହୋଇଥିଲା । ଟଙ୍କା ଓ ଗହଣାକୁ ଛାଡ଼ି ଦେଲେ ଭୁବନେଶ୍ୱରରେ ୪ଟି ଫ୍ଲାଟ୍‌, ବ୍ରହ୍ମପୁରରେ ୨ଟି କୋଠାଘର ଓ ୧୧ଟି ପ୍ଲଟ ମଧ୍ୟ ଠାବ ହୋଇଥିଲା ।
 
ଏହା ବ୍ୟତୀତ ଆହୁରି ଅନେକ ସମ୍ପତ୍ତି ଠାବ ହୋଇଥିଲା । ଗଞ୍ଜାମ ଜିଲା ସୋରଡ଼ାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା ।
 

By Nirvay

Leave a Reply

Your email address will not be published. Required fields are marked *