Odisha Shining at Asian Athletics Championships
ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ – ୨୦୨୫ ରେ ଭାରତୀୟ ମହିଳା ଦଳ ୪x୧୦୦ ରିଲେ ରେସରେ ରୌପ୍ୟ ପଦକ ଜିଣି ଦେଶ ପାଇଁ ସୁନାମ ଆଣିଛନ୍ତି ଯେଉଁଥିରେ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ ମଧ୍ୟ ସାମିଲ ଅଛନ୍ତି ।
 
ସେଇଭଳି ଓଡ଼ିଶାର ଧାବକ ଅନିମେଶ କୁଜୁର ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପର ପୁରୁଷ ୨୦୦ ମିଟର ଦୌଡ଼ରେ ୨୦.୩୨ ସେକେଣ୍ଡରେ ଦୌଡ଼ ସମାପ୍ତ କରି ତୃତୀୟ ସ୍ଥାନ ଅକ୍ତିଆର କରି କାଂସ୍ୟ ପଦକ ଜିତିଛନ୍ତି ଏବଂ ନିଜର ପୂର୍ବ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *