Odisha Govt Directs speedy Disciplinary Probes Against OAS and ORS Officers
ବିଭିନ୍ନ ଜିଲ୍ଲାରୁ ଓଡ଼ିଶା ରାଜଧାନୀକୁ ବିଭିନ୍ନ ଉଦ୍ଦେଶ୍ୟରେ ଆସୁଥିବା ଲୋକଙ୍କ ପାଇଁ ସୁଲଭ ବାସସ୍ଥାନ ଯୋଗାଇବା ନିମନ୍ତେ ଓଡ଼ିଶା ସରକାର ଭୁବନେଶ୍ୱରରେ ‘ଅତିଥି ଭବନ’ର ନିର୍ମାଣ ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
 
ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ଵାରା ସୋମବାର ଦିନ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।
 
ଏହି ଅତିଥି ଭବନ ଭୁବନେଶ୍ୱରରେ ଥିବା ୟୁନିଟ୍-୨ ର ଅଶୋକ ନଗର ଅଞ୍ଚଳରେ ନିର୍ମାଣ ହେବ । ଅଫିସ୍‌ ଓ ହସ୍ପିଟାଲକୁ ଆସୁଥିବା ଲୋକଙ୍କୁ ମିଳିବ ରହିବା ସୁବିଧା ।

By Nirvay

Leave a Reply

Your email address will not be published. Required fields are marked *