Odisha Govt removes 3 banks from its empanelment list
ତିନିଟି ଘରୋଇ ବ୍ୟାଙ୍କକୁ ଅଣତାଲିକାଭୁକ୍ତ କଲେ ରାଜ୍ୟ ସରକାର । ସରକାରୀ ତାଲିକାରୁ ବାଦ ପଡ଼ିଲେ HDFC, ICICI ଓ AXIS ବ୍ୟାଙ୍କ । ଏଣିକି ଆକ୍ସିସ, ଏଚଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ ସହ ସରକାର ଆର୍ଥିକ କାରବାର କରିବେନି । ଏହି ସବୁ ଘରୋଇ ବ୍ୟାଙ୍କରେ ସରକାରୀ ଆକାଉଣ୍ଟ ରହିବନି ।
 
ଏସବୁ ବ୍ୟାଙ୍କରେ ଥିବା ଦୀର୍ଘ ମିଆଦି ଜମା ବନ୍ଦ କରାଯିବନି । ଦୀର୍ଘ ମିଆଦି ଜମା ମ୍ୟାଚୁରିଟି ହେବା ପର୍ଯ୍ୟନ୍ତ ଚାଲୁ ରହିବ । କିନ୍ତୁ ମ୍ୟାଚୁରିଟି ପରେ ସରକାର ଆକାଉଣ୍ଟ ବନ୍ଦ କରିବେ । ବିଗତ ଦୁଇବର୍ଷରେ ଏହି ତିନି ଘରୋଇ ବ୍ୟାଙ୍କର ଦୁର୍ବଳ ସେବା ଯୋଗୁଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି ।
 
ଏନେଇ ତୁରନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ସବୁ ବିଭାଗକୁ ଅର୍ଥ ସଚିବ ଚିଠି ଲେଖିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *