ଓଡ଼ିଶା ସରକାର ୧୯୯୬ ବ୍ୟାଚର ଚାରି ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କୁ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ) ପଦବୀକୁ ଉନ୍ନୀତ କରିଛନ୍ତି । ପଦୋନ୍ନତି ପାଇଥିବା ତିନି ଜଣ ଅଧିକାରୀ ହେଉଛନ୍ତି ସାସ୍ୱତ ମିଶ୍ର, ବିଶାଲ କୁମାର ଦେବ ଏବଂ ଉଷା ପାଢୀ । ରାଜ୍ୟ ସରକାର ଏହି ତିନି ଅଧିକାରୀଙ୍କୁ ଆପେକ୍ସ ଗ୍ରେଡ୍ ଲେବଲ ୧୭ କୁ ପଦନ୍ନୋତି କରିଛନ୍ତି । ଏହିତିନିଜଣ ସେମାନଙ୍କ ପଦବୀରେ ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବେ । ସେମାନଙ୍କ ସହିତ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଥିବା ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି । ଏହି ପ୍ରୋତ୍ସାହନ ଫେବୃଆରୀ ୧, ୨୦୨୬ ଠାରୁ ଲାଗୁ ହୋଇଛି । Post navigation Odisha Cabinet Approves 12 Proposals: ରାଜ୍ୟ କ୍ୟାବିନେଟରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ଅନୁମୋଦନ