Odisha Govt declares holiday on August 29
ନୂଆଖାଇ ପରଦିନ ଅର୍ଥାତ୍‍ ଅଗଷ୍ଟ ୨୯ ତାରିଖରେ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
 
ଆସନ୍ତା ୨୮ ତାରିଖ (ଗୁରୁବାର ଦିନ) ରେ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ । ନୂଆଁଖାଇରେ ସାମିଲ ହେବାକୁ ଆସୁଥିବା ପରିବାର ସଦସ୍ୟଙ୍କ ପାଇଁ ଏହି ଛୁଟି ସୁବିଧା ହେବ ।
Odisha Govt declares holiday on August 29

By Nirvay

Leave a Reply

Your email address will not be published. Required fields are marked *