Odisha Empowers 10 Lakh Women as Lakhpati Didis
ଲକ୍ଷପତି ଦିଦି ଯୋଜନାର ସଫଳତା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା । ରାଜ୍ୟରେ ୧୦ ଲକ୍ଷ ମହିଳା ଉଦ୍ୟୋଗୀ, ଲକ୍ଷପତି ଭାବେ ସ୍ଥାନ ସୁନିଶ୍ଚିତ କରିଛନ୍ତି ।
ଓଡ଼ିଶାରେ ବିଜେପି ସରକାର ଆସିବା ପୂର୍ବରୁ ୨ ଲକ୍ଷ ଲକ୍ଷପତି ଦିଦି ଥିଲେ ଏବେ ରାଜ୍ୟରେ ୧୦ ଲକ୍ଷ ଲକ୍ଷପତି ଦିଦି ଅଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ଥିବା ସେ କହିଛନ୍ତି ।
 
ଏହି ଲକ୍ଷ୍ୟ ନେଇ ଉଭୟ ମହିଳା ଓ ଶିଶୁ ଏବଂ ମିଶନ ଶକ୍ତି ବିଭାଗ ନିମନ୍ତେ ରାଜ୍ୟରେ ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *