odisha-day-2025
ଓଡ଼ିଶା ଦିବସ ଉପଲକ୍ଷେ, ପୂର୍ବ ସନ୍ଧ୍ୟାରେ ଆଜି ଭୁବନେଶ୍ୱରର ବିଭିନ୍ନ ଅଟ୍ଟାଳିକାକୁ ରଙ୍ଗୀନ ଆଲୋକରେ ଆଲୋକିତ ହୋଇଛି ।
 
ଉତ୍କଳ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରରେ ଲୋକସେବା ଭବନ, ବିଧାନସଭା, ସଚିବାଳୟ, ପୁଲିସ କମିସନରେଟ୍, କୃଷି ଭବନ, ରାଜ୍ୟ ଅତିଥି ଭବନ ଭଳି ସମସ୍ତ ପ୍ରମୁଖ ସରକାରୀ କୋଠା ରଙ୍ଗୀନ ଆଲୋକରେ ଚମକି ଉଠିଛି ।
odisha-day-2025

By Nirvay

Leave a Reply

Your email address will not be published. Required fields are marked *