ଯାଜପୁର-ଧାମରା ପୋର୍ଟ ରେଳ ଲାଇନ୍ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ରେଳ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠି ଲେଖିଛନ୍ତି । ପ୍ରାଥମିକତା ଭିତ୍ତିରେ ରେଳ ଲାଇନ୍ ପ୍ରକଳ୍ପ ସାରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି । ରେଳ ଲାଇନ୍ର ଫାଇନାଲ୍ ଲୋକେସନ୍ ସର୍ଭେ ସରିଯାଇଥିବାବେଳେ ଫାଇନାଲ୍ ଲୋକେସନ୍ ସର୍ଭେ ପରବର୍ତ୍ତୀ କାମ ପାଇଁ ରେଳ ମନ୍ତ୍ରାଳୟର ଅନୁମତି ମିଳିନି ତେଣୁ ପ୍ରାଥମିକତା ଭିତ୍ତିରେ ମଞ୍ଜୁର କରିବାକୁ ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । Post navigation ମାଲକାନଗିରି ପିଏ ମୃତ୍ୟୁ ମାମଲା: ଆଇଏଏସ୍ ମନିଷ ଅଗ୍ରୱାଲଙ୍କ ଆଗୁଆ ଜାମିନ ଆବେଦନ ଖାରଜ