Odisha CM Mohan Majhi to visit West Bengal tomorrow
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି । ସେ ପରିବର୍ତ୍ତନ ଯାତ୍ରା ସମାବେଶ ଓ ଜନସଭାରେ ଯୋଗଦେବେ ।
 
ମେଦିନୀପୁର ମୋୟନା ନିର୍ବାଚନ ମଣ୍ଡଳୀରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଗସ୍ତ ସମୟରେ ସେ ଇନଭେଷ୍ଟର୍ସ ମିଟରେ ଯୋଗଦେବେ ଏବଂ ଉଦ୍ୟୋଗୀଙ୍କ ସହ ନିବେଶକୁ ନେଇ ଆଲୋଚନା କରିବେ ।
 
ନିବେଶ ଆକର୍ଷିତ କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ବୃଦ୍ଧି କରିବା ପାଇଁ ଓଡ଼ିଶାର ନିରନ୍ତର ପ୍ରୟାସର ଏହା ଏକ ଅଂଶ ।
 
Eyeing industrial growth and job creation through roadshows, the CM will attend the investment meet for the second time, following the success of the Hyderabad meet last year.

By Nirvay

Leave a Reply

Your email address will not be published. Required fields are marked *