ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ମଧ୍ୟ ବିଧାନସଭାରେ ହଟ୍ଟଗୋଳ। ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଚିକିଟି ମଦମୃତ୍ୟୁର ଆରଡିସିସ୍ତରୀୟ ତଦନ୍ତ ଦାବି କଲା ବିଜେଡି । ଅପରପକ୍ଷରେ ଜନଜାତିଙ୍କ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ବିଧାୟକମାନେ ଗୃହ ମଝିକୁ ଆସି ହୋ-ହଲ୍ଲା କରିବାରୁ ଗୃହ ଚଳାଇବା ସମ୍ଭବ ହୋଇ ନଥିଲା।

Leave a Reply

Your email address will not be published. Required fields are marked *