ପର୍ବପର୍ବାଣୀ ପାଇଁ ‘ନୋ ଗିଫ୍ଟ୍ ପଲିସି’ ନୀତି ଆପଣାଇଛି ଓଡିଶା । ପର୍ବପର୍ବାଣୀ ସମୟରେ ଭାରତ ସରକାରଙ୍କ ‘ନୋ ଗିଫ୍ଟ୍ ପଲିସି’ ଆଧାରରେ ରାଜ୍ୟ ସରକାର ମଧ୍ୟ ସମାନ ନୀତି ଆପଣାଇଛନ୍ତି । ଦିପାବଳୀରେ ଗିଫ୍ଟ ନେଇ ଅଫିସ୍ ଆସିବାକୁ ବାରଣ କଲେ ରାଜ୍ୟ ସରକାର । ଏନେଇ ସମସ୍ତ ବିଭାଗକୁ ଚିଠି କରିଛି ଅର୍ଥ ବିଭାଗ । ଏହି ନୀତି ଅନୁଯାୟୀ ପାର୍ବଣ ଅବସରରେ ଅଫିସ୍କୁ କୌଣସି ଗିଫ୍ଟ ନଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସରକାରୀ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଉପହାର ଆଦାନପ୍ରଦାନ ବା ଏହାସହ ଜଡ଼ିତ ଖର୍ଚ୍ଚ କରାଯିବନାହିଁ । Post navigation Durgapur Gang Rape Case: ଦୁର୍ଗାପୁର ହସ୍ପିଟାଲ୍ରୁ ଡିସଚାର୍ଜ ହେଲେ ମେଡିକାଲ୍ ଛାତ୍ରୀ Dhanteras 2025: ଆଜି ପବିତ୍ର ଧନତେରସ, ଜାଣନ୍ତୁ ଏହାର ବିଶେଷତା