ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ରାଜ୍ୟସରକାର ନେଇଛନ୍ତି ବଡ଼ ପଦେକ୍ଷପ। ଏଥର ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ମିଳିବ ପୁଷ୍ଟିକର ଲଡ଼ୁ ।ସ୍କୁଲରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ସପ୍ତାହକୁ ମିଳିବ ୩ଟି ପୁଷ୍ଟିକର ଲଡ଼ୁ । ସୋମବାର, ମଙ୍ଗଳବାର, ଗୁରୁବାର ମିଳିବ ଲଡ଼ୁ ।

ସମସ୍ତ ଜିଲ୍ଲାପାଳଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ପଠାସରିଛି। ମାଣ୍ଡିଆ, ଗୁଡ଼, ବାଦାମ ଓ ଘିଅଯୁକ୍ତ ଲଡୁ ସ୍କୁଲ ପିଲାଙ୍କୁ ଦିଆଯିବ।

Leave a Reply

Your email address will not be published. Required fields are marked *