ସିମ୍‌ ବକ୍ସ ମାମଲାର ତଦନ୍ତ ପାଇଁ ଭୁବନେଶ୍ଵର ପହଞ୍ଚିଲେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସିର ଜଣେ ସଦସ୍ୟ । ଭୁବନେଶ୍ବରରେ ପହଞ୍ଚିବା ପରେ ପୋଲିସ କମିଶନରଙ୍କୁ ଭେଟିଥିବା ସୂଚନା । ଓଡିଶାରୁ ଠାବ ହୋଇଥିବା ସିମ୍ ବାକ୍ସର ତଦନ୍ତ କରିବା ସହ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଜେରା କରିବ ଏନ୍ଆଇଏ ।

ଅନ୍ୟପଟେ ଭୁବନେଶ୍ୱର, କଟକ ପରେ ରାଞ୍ଚିରେ ବର୍ତ୍ତମାନ ସିମ୍‌‌ ବକ୍ସ ଠାବ ହୋଇଛି। ଏଠାରେ କିଏ ସିମ୍‌‌ ବକ୍ସ ଅପରେଟ କରୁଥିଲା ତାହା ନେଇ ଖୋଳତାଡ କରାଯାଉଛି।

Leave a Reply

Your email address will not be published. Required fields are marked *