ପହଲଗାମ୍‌ ଆତଙ୍କୀ ହମଲାରେ ଅଧିକ ତଥ୍ୟ ସଂଗ୍ରହ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA । ଏହି ଆତଙ୍କୀ କାର୍ଯ୍ୟ ସମ୍ପର୍କରେ ଜଣାଇବାକୁ ଦେଶବାସୀଙ୍କୁ ଅପିଲ୍‌ କରିଛି NIA । ଯାହାକୁ ନେଇ ମୋବାଇଇ୍‌ ନଂ ଜାରି କରାଯାଇଛି । ଅପିଲ କରି NIA କହିଛି ଯଦି କାହା ପାଖରେ ଅଧିକ ଭିଡ଼ିଓ କି ତଥ୍ୟ ଅଛି ଜଣାନ୍ତୁ । ପର୍ଯ୍ୟଟକ ହୁଅନ୍ତୁ କି ସ୍ଥାନୀୟ ଲୋକ, ଯାହା ପାଖରେ ଅଛି ଦିଅନ୍ତୁ । ଏନେଇ ମୋବାଇଇ୍‌ ନଂ ୯୬୫୪୯୫୮୮୧୬ରେ ଜଣାଇବାକୁ ଅପିଲ୍‌ କରାଯାଇଛି ।

ଅନ୍ୟପଟେ ପହଲଗାମ୍ ପ୍ରତିଶୋଧ ନେଇଛି ଭାରତ। ଭାରତୀୟ ସେନା ଏହାକୁ ‘ଅପରେସନ୍ ସିନ୍ଦୂର’ ନାମ ଦେଇଛି।

Leave a Reply

Your email address will not be published. Required fields are marked *