New UPI rules from April 1
ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର । ଏପ୍ରିଲ୍ ୧ ଅର୍ଥାତ ଆସନ୍ତାକାଲିଠୁ ନୂତନ ନିୟମ ଲାଗୁ ହେବାକୁ ଯାଉଛି ।
 
ଯାହା Google Pay, PhonePe ଏବଂ Paytm ଭଳି ପେମେଣ୍ଟ ଆପ୍ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ।
 
ୟୁପିଆଇ ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ଯାହା ବହୁତ ଦିନ ଧରି ବନ୍ଦ ଅଛି, ସେହି ନିଷ୍କ୍ରିୟ ନମ୍ବର ଗୁଡ଼ିକୁ ବ୍ୟାଙ୍କ ଆକାଉଣ୍ଟରୁ ହଟାଇ ଦିଆଯିବ । ଏପରିକି ଉକ୍ତ ନମ୍ବରରେ ଆଉ ୟୁପିଆଇ ପେମେଣ୍ଟ ମଧ୍ୟ କରି ହେବ ନାହିଁ । ସେହିପରି କାଲିଠୁ ପୁରୁଣା ପେନ୍‌ସନ୍‌ ସ୍କିମ୍ ବଦଳରେ ୟୁନିଫାଏଡ୍ ପେନ୍‌ସନ୍ ସ୍କିମ ଲାଗୁ ହେବ ।
 
 
 
 

By Nirvay

Leave a Reply

Your email address will not be published. Required fields are marked *