ଆଜି ଆସିବ ନୂଆ ବିଦ୍ୟୁତ ଟାରିଫ । ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଟାରିଫ ଜାରି କରିବ ଓଇଆରସି । ବିଦ୍ୟୁତ କମ୍ପାନୀମାନଙ୍କ ସହ ଆଲୋଚନା ପରେ ଆସିବ ନୂଆ ଟାରିଫ । ଆଜି ଅପରାହ୍ଣ ୪ଟାରେ ଘୋଷଣା କରିବ ଓଇଆରସି । ଅନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ବୋର୍ଡର ଉପନିର୍ଦ୍ଦେଶକ ସଞ୍ଜୟ ରାଉତ। ଏଥିପାଇଁ ଫେବୃଆରୀ ୧୭ ତାରିଖରୁ ବିଭିନ୍ନ ପକ୍ଷରୁ ଶୁଣାଣି ଆରମ୍ଭ କରିଥିଲା ଓଇଆରସି । ପକ୍ଷମାନଙ୍କ ଶୁଣାଣି ପରେ ଆଜି ନୂଆ ବିଦ୍ୟୁତ ଶୁଳ୍କ ନେଇ ଓଇଆରସି ନିଜ ରାୟ ପ୍ରକାଶ କରିବ । Post navigation ଅଙ୍ଗନବାଡ଼ି ଛତୁଆ ଖାଇ ୨ ଶିଶୁକନ୍ୟାଙ୍କ ମୃତ୍ୟୁ; ୨ ଗୁରୁତର ରାଜ୍ୟର ୭୬୪ ଗ୍ରାମପଞ୍ଚାୟତରେ ନାହିଁ ଇଣ୍ଟରନେଟ୍: ମୁକେଶ ମହାଲିଙ୍ଗ