ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଲେ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ଭିଡିଓ ମଧ୍ୟମରେ ପ୍ରତିକ୍ରିୟା ଦେଇ ପ୍ରେମ ପଟ୍ଟନାୟକ କହିଛନ୍ତି ଅପରେସନ୍ ପରେ ସୁସ୍ଥ ଅଛନ୍ତି ନବୀନ । ସେ ହସ୍ପିଟାଲରେ ସାମାନ୍ୟ ଚଲାବୁଲ ମଧ୍ୟ କରୁଛନ୍ତି । ଓଡିଶାବାସୀ ଚିନ୍ତା କରୁଥିବାରୁ ଧନ୍ୟବାଦ ଜଣାଉଛି । ଆପଣଙ୍କ ଭଲ ପାଇବାର ତାଙ୍କୁ ଦ୍ରୁତ ଆରୋଗ୍ୟ କରୁଛି । ସୂଚନା ଯୋଗ୍ୟ; ୨୨ତାରିଖରେ ମୁମ୍ବାଇ କୋକିଳାବେନ ଧୀରୁ ଭାଇ ଅମ୍ବାନୀ ହସପିଟାଲରେ ନବୀନ ପଟ୍ଟନାୟକଙ୍କର ଅସ୍ତ୍ରୋପଚାର ହୋଇଥିଲା । ସର୍ଭିକାଲ୍ ଆଥ୍ରାଇଟ୍ସରେ ପୀଡ଼ିତ ଥିଲେ ନବୀନ । Post navigation ୨୫ରେ ଛାତ୍ର ବିଜେଡିର ଆନ୍ଦୋଳନ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’