ଯେତେ ଘୋଡେଇଲେ ବି ଲୁଚୁନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଅବସ୍ଥା,ବାଉଳା ହେଉଛନ୍ତି ନବୀନ। ରାଇରଙ୍ଗପୁର ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ସମ୍ବୋଧନ କରିବା ବେଳେ କହିଲେ ପ୍ରଧାନମନ୍ତ୍ରୀ।

ଭାଷଣ ଦେବାବେଳେ ନିଜ ବକ୍ତବ୍ୟରେ କହିଥିଲେ ଏହି ମାଟିର ଝିଅ ମୋ ଭଉଣୀ ମାନ୍ୟବର ପ୍ରଧାନମନ୍ତ୍ରୀ। ଏହାପରେ ପାଖରେ ଥିବା ଭିକେ ପାଣ୍ଡିଆନ ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି କହିବା ପରେ ତାକୁ ସଂଶୋଧନ କରିବା ସହ କ୍ଷମା କରିବେ ମାନ୍ୟବର ରାଷ୍ଟ୍ରପତି ବୋଲି କହିଥିଲେ ନବୀନ। ତେବେ ଏହାକୁ ନେଇ ବିରୋଧୀ କହିଛନ୍ତି ଯେ ନବୀନ ଅସୁସ୍ଥତାର ଏହା ଆଉ ଏକ ପ୍ରମାଣ।

By Nirvay

Leave a Reply

Your email address will not be published. Required fields are marked *