ରାଜ୍ୟରେ ଖୁବଶୀଘ୍ର ଜାତୀୟ ଶିକ୍ଷାନୀତି ଲାଗୁ ହେବ। ଜାତୀୟ ଶିକ୍ଷାନୀତି ଲାଗୁ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ନୂଆ ପାଠ୍ୟକ୍ରମରେ ୪ ବର୍ଷିଆ ୟୁଜି ଡିଗ୍ରୀ (ସମ୍ମାନ) ରହିବ। ୪ ବର୍ଷିଆ ୟୁଜି ଡିଗ୍ରୀ (ଗବେଷଣା ସହ ସମ୍ମାନ) ମଧ୍ୟ ରହିବ। ଛାତ୍ରବୃତ୍ତି, ସମାବେଶୀ ପାଠ୍ୟକ୍ରମ ଓ ସହାୟତା ବ୍ୟବସ୍ଥା ପାଇଁ ଲକ୍ଷ୍ୟ ରଖାଯାଇଛି । ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଇବା ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ। ଏହାର ପ୍ରସ୍ତୁତି ପାଇଁ ମନ୍ତ୍ରୀ ଶ୍ରୀ ସୁରଜ କଲେଜର କୁଳପତିମାନଙ୍କ ସହ ଆଲୋଚନା କରିଛନ୍ତି। Post navigation ଦିଲ୍ଲୀରେ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା ଦିଲ୍ଲୀରେ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା