ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ହସ୍ତକ୍ଷେପ କଲା ଜାତୀୟ ମହିଳା କମିଶନ । ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ । ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ।

ଅନ୍ୟପଟେ ଗୋପାଳପୁର ବେଳାଭୂମିରେ ଯୁବତୀ ଜଣକ କେମିତି ହୋଇଥିଲା ଗଣଦୁଷ୍କର୍ମ ଶିକାର ପ୍ରେସମିଟ୍ କରି ପୂରା ଘଟଣା କହିଛନ୍ତି ବ୍ରହ୍ମପୁର ଏସପି । ସେ କହିଛନ୍ତି ୩ ଅଭିଯୁକ୍ତ ଦୁଷ୍କର୍ମ କରିଛନ୍ତି । ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଦୁଷ୍କର୍ମ କରିଛନ୍ତି । ୧୦ ଜଣଙ୍କୁ ଗିରଫ କରି ପଚରାଉଚରା କରାଯାଉଛି । ୧୦ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ଅଛନ୍ତି ।

Leave a Reply

Your email address will not be published. Required fields are marked *