ଖୁବ ଶୀଘ୍ର ରାଜ୍ୟର ସବୁ ରୁଟ୍ରେ ଚାଲିବ ମୁଖ୍ୟମନ୍ତ୍ରୀ ବସ୍ ସେବା । ଏ ନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀ ପଞ୍ଚାୟତରୁ ବ୍ଲକ୍ ୫ ଟଙ୍କା ଓ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ଯାଉଥିଲେ ୧୦ ଟଙ୍କା ଭଡ଼ା ଦେଇ ଯାଅଆସ କରିପାରିବେ । ଏହା ସହ ପରିବହନ ନିଗମ ବସ୍ ରେ ବରିଷ୍ଠ ନାଗରିକ, ମହିଳା ଓ ଛାତ୍ରଛାତ୍ରୀମାନଙ୍କୁ ୫୦% ରିହାତି ପ୍ରଦାନ କରାଯିବ । Post navigation ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ କ୍ଷତିଗ୍ରସ୍ତଙ୍କ ପାଇଁ ୨୦.୩୮ କୋଟି ଟଙ୍କା ମଞ୍ଜୁର ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ