mohan Majhi leaves For Four-Day Visit To mumbai
ଓଡ଼ିଶାରେ ଶିଳ୍ପର ଦ୍ରୁତ ବିକାଶ ସହିତ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ଏବଂ ଆର୍ଥିକ ଅଭିବୃଦ୍ଧି ଘଟାଇବା ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମୁମ୍ବାଇ ଗସ୍ତରେ ଯାଇଛନ୍ତି ।
 
ଏପ୍ରିଲ ୨୪ରୁ ୨୬, ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଇ ଇଣ୍ଡିଆ ଷ୍ଟିଲ ସମ୍ମିଳନୀ – ୨୦୨୫ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।
 
ସୂଚନା ଅନୁଯାୟୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଷ୍ଟିଲ୍ କନଫରେନ୍ସର ଉଦଘାଟନ କରିବେ । ଏପ୍ରିଲ ୨୫ ତାରିଖରେ ଟାଟା, JSPL, JSW, SAIL ସହ ରାଉଣ୍ଡ ଟେବୁଲ୍ ବୈଠକର ଯୋଜନା ରହିଛି ।

By Nirvay

Leave a Reply

Your email address will not be published. Required fields are marked *