ଆରବିକ ଭାଷାରେ ସନାତନ ଧର୍ମର ପୌରାଣିକ ଗ୍ରନ୍ଥ ରାମାୟଣ ଏବଂ ମହାଭାରତର ଭାଷାନୁବାଦ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଦୁଇଦିନିଆ କୁଏତ ଗସ୍ତ ରେ ଥିବା ସମୟରେ ଆଜି କୁଏତର ଅବଦୁଲା ଅଲ ବାରଉନ ଏବଂ ଅବଦୁଲ ଲତିଫ ଅଲ ନେସେଫ ଏହି ଦୁଇ ଧର୍ମଗ୍ରନ୍ଥକୁ ଅନୁବାଦ କରିବା ସହ ପ୍ରକାଶିତ ମଧ୍ୟ କରିଛନ୍ତି।ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏ ବାବଦରେ ଲେଖିଛନ୍ତି। Post navigation ରାହୁଲଙ୍କ ଯାତ୍ରାରେ ଥିଲେ ସହରୀ ନକ୍ସଲ