ଦୁର୍ଘଟଣା ଓ ଆଇନଶୃଙ୍ଖଳା ପରିସ୍ଥିତି ରୋକିବା ପାଇଁ ଆଜିଠୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ଆକ୍ସନ ମୋଡ଼କୁ ଆସିଛି । ଆଜିଠୁ ଏସଟିଏ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି। ବିଶେଷକରି ନାବାଳକଙ୍କ ଗାଡ଼ିଚାଳନା ରୋକିବାକୁ ଚେକିଂ ଜୋରଦାର ହେବ। ଆମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଧରାପଡ଼ିଲେ ନାବାଳକଙ୍କ ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ଏଫଆଇଆର ହେବା ସହ ଜୋରିମାନା ମଧ୍ୟ ଗଣିବାକୁ ପଡିବ ।

Leave a Reply

Your email address will not be published. Required fields are marked *