ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ ହୋଇଛି। କେବଳ ଭାରପ୍ରାପ୍ତ ଅଧିକାରୀ ନୁହନ୍ତି, ଥାନାମାନଙ୍କରେ ବର୍ଷ ବର୍ଷ ଧରି ଗାଦି ମାଡି ବସିଥିବା ଏସଆଇ, କନଷ୍ଟେବଳ ମଧ୍ୟରେ ସମ୍ପୂର୍ଣ ବଦଳି କରାଯାଇଛି। ପୋଲିସ ବଦଳି କ୍ଷେତ୍ରରେ ଏହା ବୋଧହୁଏ ସବୁଠୁ ବଡ଼ ବଦଳି। ପୂର୍ବରୁ ଏଭଳି ବଦଳି କେବେ କରାଯାଇନଥିଲା। ଭୁବନେଶ୍ବର ଡିସିପିଙ୍କ ଇଲାକାରେ ରେକର୍ଡ ସଂଖ୍ୟକ ୪୪୮ ଜଣ ପୋଲିସଙ୍କ ବଦଳି ହୋଇଛି।

Leave a Reply

Your email address will not be published. Required fields are marked *